28.1 C
Bhubaneswar
Monday, February 9, 2026
Homeଓଡିଶାଲୋୟର ପିଏମଜି ରଣକ୍ଷେତ୍ର: ୩ ମାମଲା ରୁଜୁ

ଲୋୟର ପିଏମଜି ରଣକ୍ଷେତ୍ର: ୩ ମାମଲା ରୁଜୁ

ଭୁବନେଶ୍ୱର: କଂଗ୍ରେସ ଆନ୍ଦୋଳନ ବେଳେ ହିଂସା ମାମଲା । ୩ଟି ମାମଲା ରୁଜୁ କଲା କ୍ୟାପିଟାଲ ଥାନା ପୋଲିସ୍ । କେସ୍ ନଂ ୧୨୮, ୧୨୯, ୧୩୦ରେ ମାମଲା ରୁଜୁ । ବିଏନଏସର ୧୭ଟି କଡା ଦଫା ଲଗାଇଲା ପୋଲିସ । ଦଙ୍ଗା ସୃଷ୍ଟି କରିବା ଭଳି ସଙ୍ଗୀନ ଦଫା ଲାଗିଲା । ପୋଲିସ ଗାଡିରେ ନିଆଁ ଲଗାଇବା ନେଇ ଦଫା । ପୋଲିସ୍ ଉପରକୁ ଟେକାପଥର ମାଡ ନେଇ ଦଫା ଲାଗିଲା । ଅଭିଯୁକ୍ତଙ୍କୁ ଚିହ୍ନଟ ପ୍ରକ୍ରିୟା ଆରମ୍ଭ କଲା ପୋଲିସ । ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ୍‌ର ତନାଘନା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking