21.1 C
Bhubaneswar
Thursday, December 18, 2025
Homeଓଡିଶାଠକ ସ୍କୁଲକୁ ସାବଧାନ କଲା ସିବିଏସଇ

ଠକ ସ୍କୁଲକୁ ସାବଧାନ କଲା ସିବିଏସଇ

କଟକ: ସିବିଏସଇ ଆଫିଲିଏସନ ନଥିଲେ ପରୀକ୍ଷା ମନା । ଠକ ସ୍କୁଲ ପ୍ରତି କଠୋର ହେଲା ସିବିଏସଇ । ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଦେଇପାରିବେନି ପିଲା । ଠକ ସ୍କୁଲରେ ପଢୁଥିଲେ ପରୀକ୍ଷାରୁ  ବଞ୍ଚିତ ହେବେ । ଏଥିପାଇଁ ଦାୟୀ ରହିବେ ପିଲା ଓ ଅଭିଭାବକ ଦାୟୀ ବୋଲି ସିବିଏସଇ କହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking