21.1 C
Bhubaneswar
Saturday, December 20, 2025
Homeଓଡିଶାଜଙ୍ଗଲରେ ଯୁବକଙ୍କୁ  ନିର୍ମମ ହତ୍ୟା

ଜଙ୍ଗଲରେ ଯୁବକଙ୍କୁ  ନିର୍ମମ ହତ୍ୟା

ବଲାଙ୍ଗିର : ଜଙ୍ଗଲରୁ ଯୁବକଙ୍କ ମୃତଦେହ ଉଦ୍ଧାର । ବଲାଙ୍ଗିର ଜିଲ୍ଲା ସଦର ଥାନା ଡୁମେରଝରନ ଗାଁ ନିକଟ ଜଙ୍ଗଲରୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକଙ୍କ ଦେହରେ ଅନେକ କ୍ଷତ ଚିହ୍ନ ରହିଛି । ପୋଲିସର ପ୍ରାଥମିକ ତଦନ୍ତରୁ ହତ୍ୟା ସନ୍ଦେହ କରାଯାଉଛି । ଗତକାଲିଠୁ ଘରୁ ବାହାରି ନିଖୋଜ ଥିଲେ ଯୁବକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking