14.1 C
Bhubaneswar
Friday, December 19, 2025
Homeଓଡିଶା୮୪ଟି ନକଲ ମେଡିସିନ ଚିହ୍ନଟ : ୧୫ ଗିରଫ

୮୪ଟି ନକଲ ମେଡିସିନ ଚିହ୍ନଟ : ୧୫ ଗିରଫ

ଭୁବନେଶ୍ୱର :ରାଜ୍ୟରେ ଚିହ୍ନଟ ହୋଇଛି  ୮୪ଟି ନକଲି ମେଡିସିନ । ବିଗତ ବର୍ଷରେ ୮୪ଟି ନକଲି ମେଡିସିନ ଚିହ୍ନଟ ହୋଇଛନ୍ତି । ଏନେଇ ବିଦାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା  ଦେଇଛନ୍ତି । ୧୩, ୦୫୨ ନମୁନା ପରୀକ୍ଷଣରେ ୮୪ଟି ନକଲି ଚିହ୍ନଟ  ହୋଇଛନ୍ତି । ୩ ବର୍ଷରେ ୧୦୭ଟି ମାମଲା ରୁଜୁ ହୋଇଛି । ୧୫ ଜଣ ଗିରଫ ହୋଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking