30.1 C
Bhubaneswar
Friday, February 13, 2026
Homeଓଡିଶା୫ ବର୍ଷରେ ଯାଇଛି ୧୫୯ ବାବୁଙ୍କ ଚାକିରି

୫ ବର୍ଷରେ ଯାଇଛି ୧୫୯ ବାବୁଙ୍କ ଚାକିରି

ଭୁବନେଶ୍ୱର : ୫ ବର୍ଷରେ ଚାକିରି ହରାଇଛନ୍ତି  ୧୫୯ ଜଣ ସରକାରୀ ଅଧିକାରୀ । ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚାକିରି  ଯାଇଛି । ୧୨୦ ଜଣ ସରକାରୀ ଅଫିସର ଓ କର୍ମଚାରୀ ଚାକିରିରୁ ବରଖାସ୍ତ ଦେଇଛନ୍ତି । ୩୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଜବତ ହୋଇଛି ୫୯ କୋଟି ୪୭ ଲକ୍ଷ ୮୪ ହଜାର ୯୮୧ ଟଙ୍କା । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking