29.1 C
Bhubaneswar
Monday, February 9, 2026
Homeଓଡିଶା୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକର ମୃତ୍ୟୁ

ସୁନ୍ଦରଗଡ଼: ସୁନ୍ଦରଗଡ଼ରେ ଲଗାଣ ବର୍ଷା ଲାଗି ରହିଛି। ତଳସରା ଥାନା ବାଲିଶଙ୍କରା ଭାଟିପଡାରେ ଛାତ ଉପରେ ଜମିଥିବା ବର୍ଷା ପାଣିକୁ ସଫା କରୁଥିବା ବେଳେ ଜଣେ ଯୁବକଙ୍କ ପ୍ରାଣହାନି ଘଟିଛି। ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସାଙ୍ଗେମ ଏକ୍କା ନାମକ ଯୁବକର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking