14.1 C
Bhubaneswar
Friday, December 19, 2025
Homeଓଡିଶାବାଲିଯାତ୍ରାକୁ ଐତିହ୍ୟ ମାନ୍ୟତାର ପ୍ରକ୍ରିୟା ଆରମ୍ଭ: ମନ୍ତ୍ରୀ

ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତାର ପ୍ରକ୍ରିୟା ଆରମ୍ଭ: ମନ୍ତ୍ରୀ

ଭୁବନେଶ୍ୱର: ବାଲିଯାତ୍ରାକୁ ଐତିହ୍ୟ ମାନ୍ୟତା  ପାଇଁ ପ୍ରକ୍ରିୟା ଚାଲିଛି । ସୋଫିଆ ଫିର୍ଦ୍ଦୋଶଙ୍କ ପ୍ରଶ୍ନରେ ସୂଯ୍ୟବଂଶୀ ସୂରଜ ପ୍ରତିକ୍ରିୟା ଦେଇଛନ୍ତି । କହିଛନ୍ତି ,ବିଶେଷଜ୍ଞଙ୍କୁ ନେଇ କମିଟି ଗଠନ ପାଇଁ  ପଦେକ୍ଷେପ ନିଆଯାଇଛି । ବାଲିଯାତ୍ରା ଉପରେ ଦସ୍ତାବିଜ ସଂଗ୍ରହ କରାଯାଉଛି । ପ୍ରାମାଣିକ ଚିତ୍ର ଉପସ୍ଥାପନ ପାଇଁ ପଦେକ୍ଷେପ ନିଆଯାଉଛି । କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା  ଉପସ୍ଥାପନ କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking