25.1 C
Bhubaneswar
Tuesday, March 10, 2026
Homeଓଡିଶାନବ ଦାସ ହତ୍ୟା ମାମଲା, ରାଜନୀତି ପାଇଁ ବୟାନବାଜି ଚାଲିଛି: ବିଜେଡି

ନବ ଦାସ ହତ୍ୟା ମାମଲା, ରାଜନୀତି ପାଇଁ ବୟାନବାଜି ଚାଲିଛି: ବିଜେଡି

ଭୁବନେଶ୍ୱର : ବହୁ  ଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଆଇନ ମନ୍ତ୍ରୀଙ୍କ ବୟାନ ପରେ  ବିଜେଡି ପ୍ରତିକ୍ରିୟା ରଖିଛି କହିଛି ,  ନବ ଦାସ ହତ୍ୟା ମାମଲା ଏକ ସମ୍ବେଦନଶୀଳ  ଘଟଣା । ସରକାର ଚାହିଁଲେ ସିବିଆଇ ତଦନ୍ତ ହେବ । କ୍ରାଇମବ୍ରାଞ୍ଚ ତଦନ୍ତକୁ  ସରକାର ଆଗେଇ ନେଉଛନ୍ତି । ରାଜନୀତି ପାଇଁ ବୟାନବାଜି ଚାଲିଛି । ସିବିଆଇ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତକୁ ଆମେ ସ୍ୱାଗତ କରୁଛୁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking