29.1 C
Bhubaneswar
Sunday, March 16, 2025
Homeଓଡିଶାପୁରୀରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ

ପୁରୀରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ

ପୁରୀ: ଶ୍ରୀକ୍ଷେତ୍ରରେ ହୋଲି ପାଳିଲେ ବିଜେପି ସାଂସଦ ହେମାମାଳିନୀ । ପବିତ୍ର ହୋଲି ଅବସରରେ ପୁରୀରେ ରଙ୍ଗର ପର୍ବ ପାଳିଛନ୍ତି ହେମା । ପ୍ରଥମେ ଶ୍ରମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ ହେମା । ତେବେ ହୋଲି ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁରକ୍ଷିତ ହୋଲି ଖେଳିବାକୁ ପରାମର୍ଶ ଦେବା ସହ କୃଷ୍ଣଙ୍କ ପ୍ରେମରେ ଭିଜିବାକୁ ବାର୍ତ୍ତା ଦେଇଛନ୍ତି । ସେପଟେ ଶ୍ରୀଜିଉଙ୍କ ଦର୍ଶନ ପରେ ସାହିଜାତରେ ସାମିଲ ହୋଇଛନ୍ତି ହେମା ଏବଂ ସେଠାରେ ମଧ୍ୟ ସେ ରଙ୍ଗ ଖେଳିଛନ୍ତି । ସାଥିରେ ଥିବା ପୁରୀ ସାଂସଦ ସମ୍ବିତ ପାତ୍ର ମଧ୍ୟ ରଙ୍ଗର ପର୍ବରେ ହୋଲି ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking