ଭୁବନେଶ୍ୱର : ଭୁବନେଶ୍ୱରରେ ୨ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଚନ୍ଦ୍ରଶେଖରପୁର ଥାନା ହାଉସିଂବୋର୍ଡ କଲୋନୀରେ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଘର ଭିତରୁ ଝୁଲନ୍ତା ଅବସ୍ଥାରେ ପୁରୁଷ ଓ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଯୁବକଙ୍କ ବୟସ ୩୦ ବର୍ଷ । ପେଶାରେ ପୁରୁଷ ଜଣଙ୍କ ଅଟୋ ଡ୍ରାଇଭର ବୋଲି ସୂଚନା ମିଳିଛି ।