30.1 C
Bhubaneswar
Saturday, March 15, 2025
Homeଓଡିଶା୧୨ରୁ ୧ ସୁଦ୍ଧା ହୋଲି ଖେଳ ସାର : ଡିସିପି

୧୨ରୁ ୧ ସୁଦ୍ଧା ହୋଲି ଖେଳ ସାର : ଡିସିପି

କଟକ : ହୋଲି ପାଇଁ କଟକ ସହରରେ ମୁତୟନ ହେବେ ୨୨ ପ୍ଲାଟୁନ ପୋଲିସ । ଏନେଇ ସୂଚନା ଦେଲେ କଟକ ଡିସିପି ଋଷିକେଶ ଖିଲାରୀ । ମଦ ପିଇ ହୋଲି ଖେଳିଲେ କାଯ୍ୟାନୁଷ୍ଠାନ ନିଆଯିବ କହିଛନ୍ତି ଡିସିପି । ଦିନ ୧୨ଟାରୁ ୧ଟା ସୁଦ୍ଧା ହୋଲି ଖେଳ ସାରିବାକୁ ଡିସିପି ପରାମର୍ଶ ଦେଇଛନ୍ତି । କହିଛନ୍ତି ହୋଲିରେ ମଦ ଦୋକାନ ବନ୍ଦ ରହିବ , ବେଆଇନ ବିକିଲେ କାଯ୍ୟାନୁଷ୍ଠାନ ନିଆଯିବ । ନଦୀ ତୁଠରେ ନ ଗାଧୋଇ ଘରେ ଗାଧୋଇବାକୁ ପରାମର୍ଶ ଦେଲେ ଡିସିପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking