ଭୁବନେଶ୍ୱର : ହୋଲି ପାଇଁ ଅଗ୍ନିଶମ ବାହିନୀର ବ୍ୟାପକ ପ୍ରସ୍ତୁତି କରାଯାଇଛି । ଏନେଇ ଚିଫ ଫାୟାର ଅଫିସର ଦେବେନ୍ଦ୍ର ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ସମ୍ବେଦନ ଶୀଳ ସ୍ଥାନରେ ସ୍ୱତନ୍ତ୍ର ଅଧିକାରୀ ରହିବେ । ଟ୍ୱିନସିଟିରେ ୮ଟି ସ୍ପଟରେ ଚିହ୍ନଟ ହୋଇଛି । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରାଯାଇଛି ।