ଭୁବନେଶ୍ୱର : ବିଜେଡି ଆଣିଥିବା ମୁଲତବି ପ୍ରସ୍ତାବ ପ୍ରସଙ୍ଗରେ ନବୀନ ଓ ବିଜୁବାବୁଙ୍କ ସମ୍ପର୍କକୁ ନେଇ ବାବୁ ସିଂ କଟାକ୍ଷ କରିଛନ୍ତି । ବିଜୁଙ୍କ ଅସ୍ଥି ଜଳୁଥିଲା । ନବୀନ ଓ ତାଙ୍କ ଭାଇ ଆଇଁଷ ଖାଉଥିଲେ । ବିଜୁବାବୁ ମାଛ ଖାଉଥିବା ପୋଖରୀ ପୋତିଥିଲେ ନବନ । ଯଦି ମୋ କଥା ଅସତ୍ୟ ରାଜା ସ୍ୱାଇଁଙ୍କ ଚପଲ ଧରିବି । ନବୀନଙ୍କୁ ଯିଏ ରାଜନୀତିକୁ ଆଣିଥିଲେ ତାଙ୍କୁ ହଟାଇଥିଲେ । ନବୀନ ଆଗ ସେମାନଙ୍କ ରାଜନୈତିକ ହତ୍ୟା କଲେ । ବିଜୁଙ୍କ ୪ କର୍ମଚାରୀଙ୍କୁ ହଟାଇଥିଲେ ନବୀନ । ଅତୀତରେ ବିଜୁଙ୍କୁ ସମ୍ମାନ ଦେଲେନି , ଏବେ ଟେବୁଲ ବାଡଉଛନ୍ତି ।