ଭୁବନେଶ୍ୱର: ବିଜେପି ବିଧାୟକ ଦଳ ବୈଠକ ପରେ ଟଙ୍କଧର ତ୍ରିପାଠୀଙ୍କ ପ୍ରତିକ୍ରିୟା । ଗୃହରେ ଅପ୍ରୀତିକର ପରିସ୍ଥିତି ପାଇଁ କଂଗ୍ରେସ, ବିଜେଡି କ୍ଷମା ପ୍ରାର୍ଥନା କରନ୍ତୁ । ବିରୋଧୀ ଭାବେ କିପରି କାର୍ଯ୍ୟ କରାଯାଏ ଶିଖି ନାହାନ୍ତି । ଗୃହ ଭିତରେ ମନ୍ତ୍ରୀଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରୁଛନ୍ତି । ମହିଳା ବାଚସ୍ପତିଙ୍କୁ କାଗଜ ଫିଙ୍ଗି ଅପମାନିତ କରୁଛନ୍ତି, କ୍ଷମା ମାଗନ୍ତୁ ।