21.1 C
Bhubaneswar
Wednesday, February 4, 2026
Homeଓଡିଶାଦିନକୁ ୨୭ଟଙ୍କା ଦେଇ ବାହାବାହା  : ନବୀନ

ଦିନକୁ ୨୭ଟଙ୍କା ଦେଇ ବାହାବାହା  : ନବୀନ

ଭୁବନେଶ୍ୱର : ଶଙ୍ଖ ଭବନରେ ମହିଳା ଦିବସ ପାଳିଲା ବିଜେଡି । ମହିଳଳା ଦିବସ ଅବସରରେ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି କହିଛନ୍ତି , ମାଆମାନେ ପରିବାରର ଶକ୍ତି , ସମାଜର ଶକ୍ତି । ମହିଳାଙ୍କୁ ସଶକ୍ତ ପାଇଁ ବିଜୁ ପଟ୍ଟନାୟକ ଅନେକ ପଦେକ୍ଷେପ ନେଇଥିଲେ ।  ଡବଲ ଇଞ୍ଜିନ ସରକାର ବିଜୁ ପଟ୍ଟନାୟକଙ୍କୁ ଅପମାନ କରିଛି । ଦିନକୁ ୨୭ ଟଙ୍କା ଦେଇ ବାହାବାହା ନେଇଛି ବିଜେପି । ସୁଭଦ୍ରାରେ ମହିଳାମାନେ କିଛି ଉପକାର ପାଇବେନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking