16.1 C
Bhubaneswar
Saturday, December 6, 2025
Homeଓଡିଶା ଯାଜପୁର ଜିଲ୍ଲାରେ ବିଜୁ ପଟ୍ଟନାୟକଙ୍କ ଅସମ୍ମାନ ବିରୋଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି

 ଯାଜପୁର ଜିଲ୍ଲାରେ ବିଜୁ ପଟ୍ଟନାୟକଙ୍କ ଅସମ୍ମାନ ବିରୋଧରେ ବିଜେଡି ରାଜରାସ୍ତାକୁ ଓହ୍ଲାଇଛି

ଯାଜପୁର: ରାଜ୍ୟ ସରକାର ଙ୍କ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କୁ ଅସମ୍ମାନ କରିବା ଏବଂ ମାହାଙ୍ଗା ରେ ବିଜୁ ଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବା ଘଟଣା ପ୍ରତିବାଦ ରେ ଆଜି ବିଜୁ ଜନତା ଦଳ ପକ୍ଷରୁ ସମଗ୍ର ଜିଲ୍ଲା ରେ ବିକ୍ଷୋଭ ଗଣ ଧାରଣା ଓ ପ୍ରତିବାଦ ସଭା 7ଟି ନିର୍ବାଚନ ମଣ୍ଡଳୀରେ ଦେଖା ଯାଇଚି ଆନ୍ଦୋଳନ କୁ ଜିଲ୍ଲା ରେ ଜୋର୍ ଦାର୍ କରିବା ପାଇଁ ବି ଜେ ଡି ଦଳ ନିଷ୍ପତି ନେଇଛି। ଏହା ର ପ୍ରତି ଫଳନ ଯାଜପୁର ପୌରପାଳିକା ଏବଂ ଯାଜପୁର ବ୍ଲକ କୋରେଇ ଓ ବ୍ୟାସ ନଗର ମ୍ୟୁନିସିପାଲଟି ରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ବିଜେପି ସରକାର ଙ୍କ କାର୍ଯ୍ୟକଳାପ କୁ ନିନ୍ଦା କରାଯାଇଛି। ଆଗାମୀ ଦିନ ରେ ଏହି ବିରୋଧ ଜାରି ରହିବ ବୋଲି ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking