30 C
Bhubaneswar
Sunday, June 21, 2026
Homeଓଡିଶାବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବ ମାନ୍ୟତା: ମନ୍ତ୍ରୀ  

ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବ ମାନ୍ୟତା: ମନ୍ତ୍ରୀ  

ଭୁବନେଶ୍ୱର : ବାଲିଯାତ୍ରାକୁ ମିଳିବନି ଜାତୀୟ ଉତ୍ସବ ମାନ୍ୟତା । ଏନେଇ ତାରକା ପ୍ରଶ୍ନର ଉତ୍ତର ଦେଇଛନ୍ତି ସଂସ୍କୃତି ମନ୍ତ୍ରୀ  ସୂଯ୍ୟବଂଶୀ ସୂରଜ । ପର୍ୱ , ଉତ୍ସବ , ମେଳାକୁ ଜାତୀୟ ମାନ୍ୟତା ଦେବାର ନାହିଁ ବ୍ୟବସ୍ଥା ।ଏପଟେ ବିଧାନସଭାରେ ପୁଣି  ବିରୋଧୀଙ୍କ ହଟ୍ଟଗୋଳ ଦେଖାଦେଇଛି ।  ବିରୋଧୀ ଦଳ ପୋଡିୟମ ପାଖକୁ ଆସି  ନାରାବାଜି କରିଛନ୍ତି । ବିଜୁବାବୁ ଓ ନାରୀ ସୁରକ୍ଷା ପ୍ରସଙ୍ଗରେ  ହଙ୍ଗାମା ଦେଖାଦେଇଛି । ଅନ୍ୟପଟେ  ଆଜି ସକାଳେ ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହକୁ ମୁଲତବି  ରଖଥିିଲେ ବାଚସ୍ପତି ସୁରମା ପାଢୀ । ଦିନ ୧୨ଟା ଯାଏଁ ଗୃହକୁ ମୁଲତବି ରଖିଲେ ବାଚସ୍ପତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking