27.8 C
Bhubaneswar
Monday, June 22, 2026
Homeଓଡିଶାବିଜୁଙ୍କ ସ୍ୱପ୍ନ କହି ୨୪ ବର୍ଷ ଠକିଲେ: ଈରାଶିଷ

ବିଜୁଙ୍କ ସ୍ୱପ୍ନ କହି ୨୪ ବର୍ଷ ଠକିଲେ: ଈରାଶିଷ

ଭୁବନେଶ୍ୱର : ବିଧାନସଭାରେ ବିଜେଡିର ହଙ୍ଗାମାକୁ ନେଇ ବିଜେପି ପ୍ରତିକ୍ରିୟା ରଖିଛି ।  ବିଜେଡିକୁ ସମାଲୋଚନା କରିଛନ୍ତି ବିଧାୟକ ଈରାଶିଷ ଆଚାଯ୍ୟ । ବିଜୁ ବାବୁ ସ୍ୱପ୍ନ କହି ୨୪ ବର୍ଷ ରାଜ୍ୟବାସୀଙ୍କୁ ଠକିଲେ । ବିକାଶ କଲେନି , ସ୍ୱପ୍ନ କଥା କହି ଠକିଲେ  କହିଛନ୍ତି ଈରାଶିଷ । ନିର୍ୱାଚନ ବେଳେ ଗୁମାସ୍ତା କଥାରେ ଫଟୋ ଉଠାଇଦେଲେ । ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ ଦିଗରେ କାମ କରୁଛି ବିଜେପି । ପଞ୍ଚାୟତିରାଜ ଦିବସ ଯେମିତି ପାଳନ ହେବା କଥା ହୋଇଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking