28.9 C
Bhubaneswar
Monday, June 22, 2026
Homeଓଡିଶାକିଟ ଘଟଣା : ଦିଲ୍ଲୀରୁ ଆସିବ କଂଗ୍ରେସ ଟିମ

କିଟ ଘଟଣା : ଦିଲ୍ଲୀରୁ ଆସିବ କଂଗ୍ରେସ ଟିମ

ନୂଆଦିଲ୍ଲୀ : ରାଜ୍ୟରେ ମହିଳା ହିଂସା ଓ କିଟ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ଦିଲ୍ଲୀରୁ ଓଡିଶା ଆସିବ କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିଂ ଟିମ । ମହିଳା ହିଂସା ସହ କିଟ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ କରିବ ଟିମ । ଏନେଇ ସୂଚନା ଦେଇଛନ୍ତି କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ।

ଅନ୍ୟପଟେ ,ବିଧାନସଭାରେ ବିଜୁ ବାବୁ ପ୍ରସଙ୍ଗ ଉଠାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ  ବିଜେଡି ବିଧାୟକ । ଗୃହର ମଧ୍ୟ ଭାଗକୁ ଆସି ବିରୋଧୀ ନାରାବାଜି କରି ହଙ୍ଗାମା କରିଥିଲେ । ଏପଟେ  ଆଜି   ନାରୀ ସୁରକ୍ଷା ଓ ବିପଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି ପ୍ରତିବାଦରେ ବିଧାନସଭା ପରିସରରେ  ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି  କଂଗ୍ରେସ ସଦସ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking