ଭୁବନେଶ୍ୱର : ପଳାଶୁଣିର ଫୁଟ ଓଭର ବ୍ରିଜ ଉଦଘାଟନ ହୋଇଛି ା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଏହାର ଉଦଘାଟନ କରିଛନ୍ତି । ଓଭର ବ୍ରିଜ ନିର୍ମାଣ ପାଇଁ ପୂର୍ୱରୁ ବହୁ ବାର ଦାବି ହୋଇଥିଲା । ଏବଂ ଦୀର୍ଘ ଦିନ ଦାବି ପରେ ଏହାକୁ ଉଦଘାଟନ କରାଯାଇଛି । ଓଭର ବ୍ରିଜ ନଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିଲା । ଏବଂ ଲୋକଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହେଉଥିଲା ।










