13.1 C
Bhubaneswar
Sunday, December 7, 2025
Homeଓଡିଶାସରକାରଙ୍କ ନିଷ୍ପତ୍ତି ହୀନମାନ୍ୟତାର ପରିଚୟ : ବିଜେଡି

ସରକାରଙ୍କ ନିଷ୍ପତ୍ତି ହୀନମାନ୍ୟତାର ପରିଚୟ : ବିଜେଡି

ଭୁବନେଶ୍ୱର : ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ ପ୍ରସଙ୍ଗରେ  ସରକାରଙ୍କ ନିଷ୍ପତ୍ତିକୁ ବିଜେଡି ସମାଲୋଚନା କରିଛି । ସରକାରଙ୍କ ନିଷ୍ପତ୍ତି ହୀନମାନ୍ୟତାର  ପରିଚୟ କହିଛି ବିଜେଡି । ବିଜୁବାବୁ ଥିଲେ ଓଡିଆ ଅସ୍ମିତାର ପ୍ରତୀକ ।  କ୍ୟାଲେଣ୍ଡର ଓ ଡାଏରୀରେ ଛୁଟି ଘୋଷଣା କରିଥିଲେ । କଣ ହେଲା ଯେ ପଞ୍ଚାୟତିରାଜ ଦିବସ ଛୁଟି ବାତିଲ କଲେ ? ଓଡିଶାବାସୀ ଏହାର ବିଚାର କରିବେ କହିଛନ୍ତି ବିଜେଡି ବିଧାୟକ ରାଜା ସ୍ୱାଇଁ । ଆହୁରି କହିଛନ୍ତି , ନୂଆ ସରକାରକୁ କ୍ଷମା ଦେବେନି  ଓଡିଶାବାସୀ । ସମ୍ମାନ ଦେବାରେ ଏତେ କାର୍ପଣ୍ୟ କଣ ପାଇଁ । ଏଭଳି ନିଷ୍ପତ୍ତିକୁ ବିଜେଡି ନିନ୍ଦା କରୁଛି । ଏହି ପ୍ରସଙ୍ଗ ବିଧାନସଭାରେ ଉଠାଇବୁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking