30.1 C
Bhubaneswar
Wednesday, February 11, 2026
Homeଓଡିଶାଦୌଡ ପରୀକ୍ଷା: ଚାଲିଗଲା ଜୀବନ

ଦୌଡ ପରୀକ୍ଷା: ଚାଲିଗଲା ଜୀବନ

ସୁନ୍ଦରଗଡ: ଓଏସ୍‌ଏସ୍‌ସି ଶାରୀରିକ ପରୀକ୍ଷା ବେଳେ ଅଘଟଣ । ଦୌଡିବା ବେଳେ ପରୀକ୍ଷାର୍ଥୀଙ୍କ ମୃତ୍ୟୁ ଅଭିଯୋଗ । ଆଜି ଚାଲିଥିଲା ପରୀକ୍ଷାର୍ଥୀଙ୍କ ଶାରୀରିକ ପରୀକ୍ଷା । ମୃତକ ପରୀକ୍ଷାର୍ଥୀ ରାଉରକେଲାର ସୂଚନା ମିଳିଛି । ଫରେଷ୍ଟ ଗାର୍ଡ ଓ ଫରେଷ୍ଟର ପାଇଁ ଶାରୀରିକ ପରୀକ୍ଷା ଥିଲା । ୨୫ କିଲୋମିଟର ଦୌଡ ପରୀକ୍ଷା ଚାଲିଥିଲା । ଭବାନୀପୁରରୁ ବାରଗଡ ଯାଏଁ ଚାଲିଥିଲା ଦୌଡ । କିରେଇ ନିକଟରେ ଅଚେତ ହୋଇଗଲେ ପରୀକ୍ଷାର୍ଥୀ । ମେଡିକେଲରେ ପରୀକ୍ଷାର୍ଥୀଙ୍କୁ ମୃତ ଘୋଷଣା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking