21.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶଦୁଇ ଭାଗ ହୋଇଗଲା ଏକ୍ସପ୍ରେସ

ଦୁଇ ଭାଗ ହୋଇଗଲା ଏକ୍ସପ୍ରେସ

ନୂଆଦିଲ୍ଲୀ : ଦୁଇ ଭାଗ ହୋଇଗଲା  ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ । ଉତ୍ତରପ୍ରଦେଶ ଚାନ୍ଦୌଳି ଡିଡିୟୁ ଜଙ୍କସନ ନିକଟରେ ଦୁଇ ଭାଗ ହୋଇଛି । କପଲର ଭାଙ୍ଗିବାରୁ ନନ୍ଦନକାନନ ଏକ୍ସପ୍ରେସ ଟ୍ରେନ ଅଲଗା ହୋଇଯାଇଛି । ଯାତ୍ରାମାନେ ସୁରକ୍ଷିତ ଥିବା ସୂଚନା ମିଳୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking