ଭୁବନେଶ୍ୱର : ରାଜ୍ୟ କଂଗ୍ରେସକୁ ମୁଖ୍ୟମନ୍ତ୍ରୀ ଟାର୍ଗେଟ କରିଛନ୍ତି । କହିଛନ୍ତି, ବୁଡି ଯାଉଥିବା ଦଳ କିଛି ତ କରିବେ । କିଛି ନକଲେ ସାମ୍ନାକୁ ଆସିବେ କେମିତି । ଯିଏ ଅପରାଧ କରୁଛି , ସିଏ ଜେଲ ଯିବ । ବିଧାନସଭାରେ ଆଲୋଚନା କରନ୍ତୁ । ଆମେ ବିଧାନସଭା ବନ୍ଦ କରି ପଳେଇବା ଲେକ ନୁହେଁ ।