ଭୁବନେଶ୍ୱର : ଖୁବଶୀଘ୍ର ନୂଆ ଏନକ୍ଲୋଜରକୁ ଯିବ ବାଘୁଣି ଜୀନତ । ଜୀନତ ପାଇଁ ନୂଆ ଏନକ୍ଲୋଜର ତିଆରି ହୋଇଛି କହିଲେ ପିସିସିଏଫ । ଏନକ୍ଲୋଜରରେ ଖାପ ଖୁଆଇବା ପରେ ସ୍ଥିତି ଦେଖି ଜଙ୍ଗଲରେ ଛଡାଯିବ । ଜୀନତ ପୂରା ସୁସ୍ଥ ଅଛନ୍ତି , ଶିକାର କରିପାରୁଛି କହିଛନ୍ତି ପିସିସିଏଫ ପ୍ରେମ କୁମାର ଝା ।