14.1 C
Bhubaneswar
Friday, December 12, 2025
Homeଓଡିଶାପଶ୍ଚିମବଙ୍ଗ ସରକାର ଅସଭ୍ୟ: ସୁରେଶ ପୂଜାରୀ

ପଶ୍ଚିମବଙ୍ଗ ସରକାର ଅସଭ୍ୟ: ସୁରେଶ ପୂଜାରୀ

ଭୁବନେଶ୍ୱର: ପଶ୍ଚିମବଙ୍ଗ ସରକାରଙ୍କୁ ଓଡିଶା ରାଜସ୍ୱମନ୍ତ୍ରୀଙ୍କ କଡା ଅକ୍ଷେପ । ପଶ୍ଚିମବଙ୍ଗ ସରକାର ଅସଭ୍ୟ କହି ସମାଲୋଚନା କଲେ ମନ୍ତ୍ରୀ । ସୀମରେ ଅନୁପ୍ରବେଶ ନେଇ ଦେଲେ କଡା ଚେତାବନୀ । ଆବଶ୍ୟକ ପଡିଲେ ପଶ୍ଚିମବଙ୍ଗକୁ ରାସ୍ତା ଦେଖାଇବ ଓଡିଶା । ବାଲେଶ୍ୱର ଉଦୟପୁର ଓ ଶାହାବାଜପୁରରେ ପଶ୍ଚିମବଙ୍ଗର ଅନୁପ୍ରବେଶ । ଓଡିଶା ଗଠନଠୁ ଆଜିଯାଏଁ ବାଲେଶ୍ୱରରେ ସୀମା ଗଠନ ହୋଇନି । ସହେଯାଗିତା ସହ ସୀମା ଚିହ୍ନଟ ହେବ । ବିବାଦ ତିଆରି କରିବାର କାମ କରୁଛନ୍ତି ପଶ୍ଚିମବଙ୍ଗ ସରକାର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking