ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଅଫିସ୍ରେ ରାଜା ଚକ୍ର । ଟ୍ରାନ୍ସପୋର୍ଟ ଘୋଟାଲା ମାମଲାରେ ତନାଘନା । ଇଓଡବ୍ଲୁ ଟିମର ମାରାଥନ ଜେରା ନେଇ ସୂଚନା । ୪୦ରୁ ୫୦ କୋଟି ଟଙ୍କାର ଅର୍ଥ ହେରଫେର ଅଭିଯୋଗ । ଇଓଡବ୍ଲୁ ଟିମ୍ ପକ୍ଷରୁ ମାରାଥନ ଜେରା ହୋଇଛି । ପୂର୍ବାହ୍ନ ସାଢେ ୧୦ଟାରୁ ଚାଲିଛି ପଚାରାଉଚରା ।