ଭୁବନେଶ୍ୱର: ପୋଲାଭରମ ପ୍ରକଳ୍ପକୁ ନେଇ ବିଜେପିର ବଡ ବୟାନ । ପ୍ରତିକ୍ରିୟା ରଖିଲେ ସାଂସଦ ବଳଭଦ୍ର ମାଝୀ । ଥିଥାନା ନହେବା ଯାଏଁ ପୋଲାଭରମ ପାଣି ମଡାଇଦେବୁନୁ । ସର୍ଭେ କରି ସମସ୍ତଙ୍କୁ ଉଚିତ ଥଇଥାନ କରାଯିବ । ନଚେତ ପ୍ରକଳ୍ପ କାମ ଆରମ୍ଭ କରାଇ ଦେବୁନୁ । ବିଜେଡି ଅମଳରେ ପ୍ରକଳ୍ପକୁ ଅନୁମୋଦନ ମିଳିଛି । ଏବେ ପିକନିକ୍ ପାଇଁ ଯାଇଛି ବିଜେଡି ।










