16.1 C
Bhubaneswar
Sunday, December 7, 2025
Homeଓଡିଶାନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟ ମନ୍ତ୍ରୀ

ନାଁ ନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଉପମୁଖ୍ୟ ମନ୍ତ୍ରୀ

ଭୁବନେଶ୍ୱର : ପର୍ଯ୍ୟଟନ ବିକାଶ ପ୍ରସଙ୍ଗରେ ନାଁନନେଇ ପାଣ୍ଡିଆନଙ୍କୁ ଟାର୍ଗେଟ କରିଛନ୍ତି । ବ୍ୟକ୍ତିକୈନ୍ଦ୍ରିକ  ଭାବେ ଖର୍ଚ୍ଚ କରିଥିଲା ପର୍ଯ୍ୟଟନ ଟଙ୍କା ।  ଜଣେ ବ୍ୟକ୍ତିର ପ୍ରଚାର ପ୍ରସାର ପାଇଁ ଟଙ୍କା ଖର୍ଚ୍ଚ ହେଉଥିଲା । ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ବଢାଇବାକୁ ପର୍ଯ୍ୟଟନ ଟଙ୍କା ବଣ୍ଟା ଯାଉଥିଲା । ପୂର୍ୱ ସରକାର ବହୁ ସାଇଡକୁ ଦଳୀୟ କର୍ମୀଙ୍କୁ ଦେଇଛନ୍ତି । କାହାକୁ ୪୦ ବର୍ଷ , କାହାକୁ ୮୦ ବର୍ଷ ଦେଇଛନ୍ତି । ଏପଟେ ପ୍ରଭାତୀଙ୍କ ଟାର୍ଗେଟକୁ ନେଇ  ବିଜେଡି ଜବାବ ରଖିଛି । ବିଜେଡି ବିଧାୟକ ସାରଦା ଜେନା କହିଛନ୍ତି । ପର୍ଯ୍ୟଟନର ବିକାଶ ଯାହା ହୋଇଛି , ପୂର୍ୱ ସରକାରରେ ହୋଇଛି । ବର୍ତ୍ତମାନ ସରକାର କାଯ୍ୟ କରିପାରୁନାହିଁ ।  ତେଣୁ ପୂର୍ୱ ସରକାରକୁ ଦୋଷ ଦେଉଛନ୍ତି ।  ଏବେ ସରକାର ତାଙ୍କର ବ୍ୟବସ୍ଥା ବି ତାଙ୍କର । ରାଜନୈତିକ  ଅଭିସନ୍ଧିରଖି ବୟାନବାଜି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking