ଭୁବନେଶ୍ୱର : ଆଜି ମାଟ୍ରିକର ବିଜ୍ଞାନ ପରୀକ୍ଷା ଥିଲା । ମାଟ୍ରିକ ବିଜ୍ଞାନ ପରୀକ୍ଷାରେ ୪ ମାର୍କ ମିସିଂ ରହିଛି । ମାର୍କ ମିସିଂକୁ ନେଇ ପରୀକ୍ଷାର୍ଥୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହି ବାବଦରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବାରିପଦାର ଅଭିଭାବକ ।