16.1 C
Bhubaneswar
Thursday, February 5, 2026
Homeଓଡିଶାମହିଳାଙ୍କୁ ଅତ୍ୟାଚାର ନେଇ କଂଗ୍ରେସର ଗର୍ଜନ

ମହିଳାଙ୍କୁ ଅତ୍ୟାଚାର ନେଇ କଂଗ୍ରେସର ଗର୍ଜନ

ଭୁବନେଶ୍ୱର : ମହିଳାଙ୍କୁ ଅତ୍ୟାଚାର ନେଇ କଂଗ୍ରେସର ଗର୍ଜନ ଦେଖିବାକୁ ମିଳିଛି । ରାଜଧାନୀରେ ଭକ୍ତ ଦାସଙ୍କ ପାୱାର ସୋ ଚାଲିଛି । ସରକାରଙ୍କ ବିରୋଧରେ କଂଗ୍ରେସ ଗର୍ଜୁଛି । ପିସିସି ଦାୟିତ୍ୱ ନେବା ପରେ  ଭକ୍ତ ଏପରି ପ୍ରଦର୍ଶନ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଘେରାଉ ଉଦ୍ୟମ କରିଛନ୍ତି । କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଠେଲାପେଲା ପରିସ୍ଥିତି ଉପୁଜଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking