31.1 C
Bhubaneswar
Wednesday, March 25, 2026
Homeଓଡିଶାମାର୍ଚ୍ଚ ୮ରେ ମିଳିବ  ସୁଭଦ୍ରା ଦ୍ୱିତୀୟ  କିସ୍ତି ଟଙ୍କା

ମାର୍ଚ୍ଚ ୮ରେ ମିଳିବ  ସୁଭଦ୍ରା ଦ୍ୱିତୀୟ  କିସ୍ତି ଟଙ୍କା

 ଭୁବନେଶ୍ୱର : ମାର୍ଚ୍ଚ ୮ରେ ମିଳିବ ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା । ବ୍ରହ୍ମପୁରରେ ଦିଆଯିବ ସୁଭଦ୍ରାର ଦ୍ୱିତୀୟ କିସ୍ତି ଟଙ୍କା । ରାଜ୍ୟର ଏକ କୋଟି ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏକାଥରକେ କୋଟିଏ ମହିଳାଙ୍କୁ ଟଙ୍କା ଦିଆଯିବ । ବ୍ରହ୍ମପୁରରୁ କୋଟିଏ ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା ଟଙ୍କା ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking