26.1 C
Bhubaneswar
Thursday, March 26, 2026
Homeଓଡିଶାନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଫଳ

ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଫଳ

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବାକୁ ଯାଇ ବିଫଳ ହୋଇଛନ୍ତି। ଗାଙ୍ଗଲୁର ଥାନା ଅଞ୍ଚଳର ଦୁର୍ଗମ ପିଡ଼ିଆ କ୍ୟାମ୍ପରେ ଅବସ୍ଥାପିତ ସିଆରପିଏଫ ଯବାନ ସର୍ଚ୍ଚ ଓପରେସନ କରୁଥିବା ବେଳେ ଏକ ବିୟର ବୋତଲ ବୋମାକୁ ଠାବ କରିଥିଲେ। ନକ୍ସଲ ଯବାନଙ୍କୁ ଟାର୍ଗେଟ କରିବା ପାଇଁ ନୂଆ ନୂଆ ରଣନୀତି କରୁଛନ୍ତି। ନକ୍ସଲ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରିବା ପାଇଁ ଏଭଳି ବୋମା ଖଞ୍ଜୁଥିବା ବେଳେ ସାଧାରଣ ନାଗରିକ ଏଥିରେ ଫସି ମୃତ୍ୟୁବରଣ କରୁଛନ୍ତି। ତେବେ ମାଓବାଦୀଙ୍କ ସମସ୍ତ ଚାଲ୍‌କୁ ଯବାନ ବିଫଳ କରିବାରେ ସଫଳ ହେଉଥିବାରୁ କୌଣସି ବଡ଼ ଦୁର୍ଘଟଣା ଘଟୁ ନାହିଁ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking