ଭୁବନେଶ୍ୱର : ରାଜ୍ୟରେ ହଟିଲା ବର୍ଷା ସତର୍କତା । ଏଣିକି ଏବେ ଆଗକୁ ବଢିବ ତାପମାତ୍ରା । ଏନେଇ ସୂଚନା ଦେଲେ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା । ୪ ଦିନ ପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପଯ୍ୟନ୍ତ ବୃଦ୍ଧି ଘଟିବ । ୪ ଦିନ ପଯ୍ୟନ୍ତ ତାପମାତ୍ରାରେ ସେପରି ପରିବର୍ତ୍ତନ ହେବନି ।