17.1 C
Bhubaneswar
Friday, February 13, 2026
Homeଓଡିଶାବିୟୁଟି ପାର୍ଲରରେ ଅଗ୍ନିକାଣ୍ଡ

ବିୟୁଟି ପାର୍ଲରରେ ଅଗ୍ନିକାଣ୍ଡ

ଭୁବନେଶ୍ୱର: ରାଜଧାନୀର ଏକ ବିୟିଟି ପାର୍ଲରରେ ଅଗ୍ନିକାଣ୍ଡ ଘଟିଛି । ଜାଗମରା ଅଞ୍ଚଳରେ ରହିଛି ବିୟିଟି ପାର୍ଲର । ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବାହିନୀ । ସର୍ଟସର୍କିଟ୍ ନିଆଁ ଲାଗିଥିବା ସୂଚନା ମିଳିଛି । ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking