21.1 C
Bhubaneswar
Friday, December 12, 2025
Homeଓଡିଶାନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ : ଡେମୋ ଦେଖାଉଛି ଅଭିଯୁକ୍ତ

ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ : ଡେମୋ ଦେଖାଉଛି ଅଭିଯୁକ୍ତ

ଭୁବନେଶ୍ୱର : କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍‌ ଘଟଣାରେ ଅଭିଯୁକ୍ତ ସ୍ପାଇଡର ସତୀଶକୁ ନେଇ ନୟାପଲ୍ଲୀରେ ପହଞ୍ଚିଛି ପୋଲିସ ।କେମିତି ଚଢୁଥିଲା କାନ୍ଥ, ସେନେଇ ପୋଲିସକୁ ଡେମୋ ଦେଖାଉଛି ଅଭିଯୁକ୍ତ । ନିରଞ୍ଜନ ପଟ୍ଟନାୟକଙ୍କ ଘର ସମେତ ୨୦୨୩ ମସିହାରେ ଜଣେ ଠିକାଦାର ସଂସ୍ଥାର ମାଲିକଙ୍କ ଘରୁ ଟଙ୍କା ଲୁଟ୍‌ କରିଥିଲା ସତୀଶ । ଆଉ ଲୁଟ ଟଙ୍କାରେ ମଉଜ କରୁଥିଲା। କୁକୁରର ସ୍ପା ଓ ଷ୍ଟିମ ବାଥ ପାଇଁ ଖର୍ଚ୍ଚ କରୁଥିଲା ପୁଳା ପୁଳା ଟଙ୍କା । କେବଳ ସେତିକି ନୁହେଁ, ନିଜେ ମଧ୍ୟ ଫିଜିକାଲ ଫିଟ ରହିବା ପାଇଁ ପର୍ଶନାଲ ଟ୍ରେନର ନିଯୁକ୍ତ କରିଥିଲା । ବାଙ୍ଗାଲୋର, ବିଜୟନଗରମ, ହାଇଦ୍ରାବାଦରେ କିଣିଥିଲା ୪ଟି ଫ୍ଲାଟ । ଚୋରି ଟଙ୍କାରେ ଗାର୍ଲଫ୍ରେଣ୍ଡଙ୍କୁ ଡାଇମଣ୍ଡ ଗିଫ୍ଟ କରୁଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking