18.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଦିଲ୍ଲୀ ପାଇଁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ

ଦିଲ୍ଲୀ ପାଇଁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ

ନୂଆଦିଲ୍ଲୀ : ଦିଲ୍ଲୀ ପାଇଁ ବିଜେପିର ଦୁଇ ପର୍ଯ୍ୟବେକ୍ଷକ । ଦିଲ୍ଲୀ ପାଇଁ ବିଜେପି ପଯ୍ୟବେକ୍ଷକଙ୍କ ନାଁ ଘୋଷଣା ହୋଇଛି । ଦୁଇ ଜଣଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଲା ଦଳ । ରବିଶଙ୍କର ପ୍ରସାଦ ଓ ଓପି ଧନଖଡଙ୍କୁ ଦାୟିତ୍ୱ ମିଳିଛି । ବିଧାୟକ ଦଳ ନେତା ବାଛିବେ ପର୍ଯ୍ୟବେକ୍ଷକ ।  ସଂଧ୍ୟାରେ ବସିବ ବିଜେପି ବିଧାୟକ ଦଳବୈଠକ । ଆସନ୍ତାକାଲି ଶପଥ ନେବେ ନୂଆ ମୁଖ୍ୟମନ୍ତ୍ରୀ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking