20.1 C
Bhubaneswar
Monday, February 9, 2026
Homeଓଡିଶାପଞ୍ଚାୟତିରାଜ : ୫ ବର୍ଷରେ ୨୮ କୋଟି ଦୁର୍ନୀତି

ପଞ୍ଚାୟତିରାଜ : ୫ ବର୍ଷରେ ୨୮ କୋଟି ଦୁର୍ନୀତି

ଭୁବନେଶ୍ୱର: ୨୦୨୦ -୨୧ରେ ୯ କୋଟି ୧୩ ଲକ୍ଷ ୨୮ ହଜାର ଟଙ୍କାର ଦୁର୍ନୀତି ହୋଇଛି । ସେହିପରି ୨୦୨୧ -୨୨ରେ ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି ହୋଇଛି । ୨୦୨୨- ୨୩ରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି । ୨୦୨୩- ୨୪ରେ ୩ କୋଟି ୮୦ ଲକ୍ଷ ୩୭ ହଜାର ଟଙ୍କାର ଦୁର୍ନୀତି ହୋଇଛି । ଏନେଇ ବିଧାନସଭାରେ ସୁଖିତ ଉତ୍ତର ରଖିଲେ ବିଭାଗୀୟ ମନ୍ତ୍ରୀ ରବି ନାରାୟଣ ନାଏକ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking