24.1 C
Bhubaneswar
Friday, March 6, 2026
Homeଓଡିଶାଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇନଷ୍ଟ୍ରିମ ବ୍ୟାରେଜ ଉଦଘାଟିତ

ଯାଜପୁରରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଇନଷ୍ଟ୍ରିମ ବ୍ୟାରେଜ ଉଦଘାଟିତ

ଯାଜପୁର: ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଯାଜପୁର ସହରର ସପ୍ତମାତୃକା ମନ୍ଦିରରେ ୧୯୨.୬୮ କୋଟି ଟଙ୍କା ବ୍ୟୟରେ ବାମ ଏବଂ ଡାହାଣ ପାର୍ଶ୍ଵର ଇନଷ୍ଟ୍ରିମ୍ ବ୍ୟାରେଜ୍, ଶନିବାର ଦିନ ଉଦ୍ଘାଟିତ ହୋଇଯାଇଛି।ଏହି ପ୍ରକଳ୍ପ, ଯାଜପୁର ପୌରପାଳିକା ଅଞ୍ଚଳର ପ୍ରାୟ ୪୦,୦୦୦ ଲୋକଙ୍କୁ ପାନୀୟ ଜଳ ଯୋଗାଣ ପାଇଁ ସହାୟକ ହେବା ସହ ମେଗାଲିଫ୍ଟ ପ୍ରକଳ୍ପ ଦ୍ୱାରା ପ୍ରାୟ ୫୦୦ ହେକ୍ଟର ଜମିକୁ ଜଳସେଚନ ରଦ୍ୱାରା ଜଳ ଯୋଗାଇ ଦିଆଯାଇପାରିବ। ଏଥିସହିତ ଏହା ଭୂତଳ ଜଳ ସ୍ତର ବୃଦ୍ଧି କରିବ ଏବଂ ପର୍ଯ୍ୟଟନ ବିକାଶରେ ସହାୟକ ହେବ। ପୂର୍ବ ରୁ ବିଜେଡ଼ି ସରକାର ସମୟ ରେ କାର୍ଯ୍ୟ ଆରମ୍ଭ ହୋଇ ଥିଲା l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking