28.1 C
Bhubaneswar
Tuesday, February 3, 2026
Homeଓଡିଶାସାଇବର ଅପରାଧୀ ଗିରଫ

ସାଇବର ଅପରାଧୀ ଗିରଫ

କୋରାପୁଟ : ଟେଲିଗ୍ରାମ ଆପରେ  ଚାକିରି ନାଁରେ  ଠକେଇ  ହୋଇଛି । ଏନେଇ  ସାଇବର ଅପରାଧୀକୁ ଗିରଫ କରିଛି ପୋଲିସ । ଝାଡଖଣ୍ଡରୁ ଗିରଫ କଲା କୋରାପୁଟ ପୋଲିସ । ଗିରଫ ଅଭିଯୁକ୍ତର ଘର ପଶ୍ଚିମବଙ୍ଗର ବୋଲି ସୂଚନା ମିଳିଛି ।  ଅଭିଯୁକ୍ତ ପାଖରୁ ନଗଦ  ୨ ଲକ୍ଷ ଟଙ୍କା  ଜବତ  କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking