18.1 C
Bhubaneswar
Wednesday, February 4, 2026
Homeଓଡିଶାଟ୍ରକକୁ ପିଟିଲା ବସ : ବହୁ ଯାତ୍ରୀ ଆହତ

ଟ୍ରକକୁ ପିଟିଲା ବସ : ବହୁ ଯାତ୍ରୀ ଆହତ

ଗଂଜାମ :୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ଥାନା ନିକଟ କହ୍ନେଇପୁର ଛକରେ ଏକ ଓଏସଆରଟିସି ବସ୍ ରାସ୍ତାରେ ଠିଆ ହୋଇଥିବା ଟ୍ରକ୍ କୁ ପିଟଛି। ଏହାଫଳରେ ବହୁ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ବସଟି ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବାର ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking