26.1 C
Bhubaneswar
Thursday, December 18, 2025
Homeଓଡିଶାନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ମାଲକାନଗିରି : ନିଖୋଜ ୨ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । କାଳିମେଳା ଥାନା ଏମ ଭି ୪୧  ଗାଁ ନିକଟ ଜଙ୍ଗଲରୁ  ମୃତଦେହ ଉଦ୍ଧାର କରାଯାଇଛି ।  ୨ ଦିନ ହେଲା  ନିଖୋଜ  ନେଇ ପରିବାର ପକ୍ଷରୁ ଏତଲା ହୋଇଥିଲା  ା ଆଜି ସକାଳୁ  ଏକ ଗଛରୁ ଦୁହିଁଙ୍କ ମୃତଦେହ ଉଦ୍ଧାର କରାଯାଇଛି । କାପରେ ପୋଲିସ ତଦନ୍ତ କରି ଛାନଭିନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking