36.1 C
Bhubaneswar
Wednesday, March 4, 2026
Homeଦେଶ ବିଦେଶକାଲବାଜି ଆସନରୁ  ଆତିଶୀ ପଛୁଆ

କାଲବାଜି ଆସନରୁ  ଆତିଶୀ ପଛୁଆ

ନୂଆଦିଲ୍ଲୀ : ଆଜି ଦିଲ୍ଲୀ ବିଧାନସଭା ନିର୍ବାଚନର ଫଳାଫଳ  ପ୍ରକାଶ ପାଇବ । ତେବେ  ଟ୍ରେଣ୍ଡ ଅନୁସାରେ ବିଜେପିକୁ ବହୁମତ ମିଳିଛି । ଦିଲ୍ଲୀର ୭୦ ଆସନରୁ ୩୭ ଆସନ ଆଗରେ ରହିଛି ବିଜେପି । ଆପ ରହିଛି ୨୭ ସିଟରେ ଆଗୁଆ , ସେହିପରି  କଂଗ୍ରେସ ଶୂନ ସିଟ ପାଇଛି । କାଲବାଜି ଆସନରୁ ଆପ ମୁଖ୍ୟମନ୍ତ୍ରୀ ଆତିଶୀ ପଛୁଆ ଅଛନ୍ତି  ା  କାଲବାଜିରେ ବିଜେପିର ରମେଶ ବିଧୁରୀ ଆଗୁଆ  ଅଛନ୍ତି । ଦିଲ୍ଲୀରେ ବିପୁଳ ବିଜୟ ପଥେ ବଢୁଛି ବିଜେପି । ଟ୍ରେଣ୍ଡରେ ୩୯ ଆସନରେ ବିଜେପି ଆଗୁଆ ଅଛି । ଗତ ୫ ତାରିଖରେ ଭୋଟ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking