19.1 C
Bhubaneswar
Tuesday, February 10, 2026
Homeଓଡିଶା୫ ବର୍ଷ ପରେ ଖସିଲା ରେପୋ ରେଟ

୫ ବର୍ଷ ପରେ ଖସିଲା ରେପୋ ରେଟ

ନୂଆଦିଲ୍ଲୀ : ରେପୋ ରେଟରେ ପରିବର୍ତ୍ତନ ଆଣିଲା  ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଗଭଣ୍ଣର ସଞ୍ଜୟ ମାଲହୋତ୍ରା ସୂଚନା ଦେଇଛନ୍ତି । ୫ ବର୍ଷ ପରେ  ରେପୋ ରେଟରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ । ରେପୋ ରେଟ ୬.୫ ପ୍ରତିଶତରୁ  ୬. ୨୫ ପ୍ରତିଶତକୁ ରହିିଲା । ଗୃହ ଋଣ ଇଏମଆଇ ଖସିବାର ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking