ଭୁବନେଶ୍ୱର : ମଣିଷ ଶରୀରରେ ଲିଭର ଅତି ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଲିଭରକୁ ସୁସ୍ଥ ରଖିବା ପାଇଁ ହେଲେ ଦୈନନ୍ଦିନ ଜୀବନରେ ଫଳ ଏବଂ ପନିପରିବା ଖାଇବା ଆବଶ୍ୟକ । ପାଳଙ୍ଗ , ବ୍ରୋକୋଲି , ଗାଜର , ସେଓ , ଅଙ୍ଗୁର ଇତ୍ୟାଦି ଖାଇବା ଉଚିତ କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଭିଟାମିନ ଏବଂ ଫାଇବର ରହିଥାଏ । କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ , ଭିଟାମିନ ଏବଂ ଫାଇବର ରହିଥାଏ । ଯାହା କିଡନୀକୁ ସୁସ୍ଥ ରଖେ । ଏଥିରେ ଫାଇବର ରହିଥାଏ ଯାହା ହଜମ ପ୍ରକ୍ରିୟାରେ ସାହାଯ୍ୟ କରେ । ଡାଲିରେ ପ୍ରୋଟିନ , ଫାଇବର ରହିଥାଏ । ତେଣୁ ମୁଗ ଡାଲି , ଚଣା ଡାଲି , ମସୁର ଡାଲି ଖାଇବା ଲିଭର ପାଇଁ ହିତକାର ବୋଲି ବିବେଚନା କରାଯାଏ । ଗ୍ରୀନ ଟି ସ୍ୱାସ୍ଥ୍ୟ ପାଇଁ ବେଶ ଉପଯୋଗୀ ହୋଇଥାଏ । କାରଣ ଏଥିରେ ଆଣ୍ଟି ଅକ୍ସିଡାଣ୍ଟ ଥାଏ । ଯାହା ଫ୍ୟାଟି ଲିଭର ଏବଂ କ୍ୟାନସର ଭଳି ରୋଗ ହେବାର ଆଶଙ୍କା କମ ହୋଇଥାଏ ।









