18.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶନିର୍ବାଚନ ପାଇଁ ପ୍ରଚାର ଶେଷ : ୫ତାରିଖରେ ମତଦାନ

ନିର୍ବାଚନ ପାଇଁ ପ୍ରଚାର ଶେଷ : ୫ତାରିଖରେ ମତଦାନ

ନୂଆଦିଲ୍ଲୀ :ସୋମବାର  ସନ୍ଧ୍ୟା ୬ଟାରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଛି। ଫେବ୍ରୁଆରି ୫ତାରିଖରେ ମତଦାନ ହେବ ଏବଂ ଫେବ୍ରୁଆରି ୮ତାରିଖରେ ଫଳାଫଳ ପ୍ରକାଶ ପାଇବ। ଫେବ୍ରୁଆରି ୫ରେ ଦିଲ୍ଲୀର ୧.୫୬ କୋଟି ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ ।ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁସାରେ ଜାନୁଆରୀ  ୨୦୨୫ରେ ଏସଡିଆର/କ୍ଲଜ-୧ ପ୍ରସ୍ତୁତ କରାଯାଇଛି ଯେ ପ୍ରିଣ୍ଟ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆରେ କିମ୍ବା ଅନ୍ୟ କୌଣସି ଉପାୟରେ ଏକ୍ଜିଟ୍ ପୋଲ, ଓପିନିୟନ ପୋଲ କିମ୍ବା ଅନ୍ୟ କୌଣସି ନିର୍ବାଚନ ସର୍ଭେର ଫଳାଫଳ ଉପରେ ପ୍ରତିବନ୍ଧକ ରହିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking