27.1 C
Bhubaneswar
Wednesday, February 4, 2026
Homeଓଡିଶାସରକାରଙ୍କ ଉପରେ ବର୍ଷିଲେ ଚାଷୀ

ସରକାରଙ୍କ ଉପରେ ବର୍ଷିଲେ ଚାଷୀ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଧାନକିଣାରେ ଅନିୟମିତତା ଅଭିଯୋଗ । ମଣ୍ଡିରେ ପଡିରହିଛି ଶହ ଶହ କ୍ବିଣ୍ଟାଲ ଧାନ। ଆଉ ଯେଉଁଠି ଧାନ ଉଠୁଛି ସେଠାରେ କଟନି ଛଟନି ଅଭିଯୋଗ। ଅଭାବୀ ଧାନ ବିକ୍ରିକୁ ନେଇ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଆଜି ଜଗତସିଂହପୁର ପୌର ପରିଷଦ ତିନି ନଂ ୱାର୍ଡରେ ସାଂଗଠନିକ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏଥିରେ ରାଜ୍ୟସ୍ତରୀୟ କୃଷକ ନେତାଙ୍କ ଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ବ୍ଲକସ୍ତରୀୟ ଚାଷୀ ସଂଗଠକ ମାନେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking