23.1 C
Bhubaneswar
Saturday, February 14, 2026
Homeଓଡିଶାସାପ କାମୁଡାରେ ଗଲା ଜୀବନ

ସାପ କାମୁଡାରେ ଗଲା ଜୀବନ

କେନ୍ଦୁଝର: ଘରେ ଶୋଇଥିବା ବେଳେ କାମୁଡ଼ିଲା ସାପ, ଚାଲିଗଲା ଜୀବନ । କେନ୍ଦୁଝର ବଡ଼ବିଲ ଥାନା ସେରେଣ୍ଡା ଗାଁରେ ଏହି ଅଘଟଣ ଘଟିଛି । ବିଷାକ୍ତ ଚନ୍ଦନ ବୋଡ଼ା ସାପ କାମୁଡାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ଶମ୍ଭୁ ମହାକୁଡ଼ ।  ଶମ୍ଭୁ ଆଜି ମଧ୍ୟାହ୍ନରେ ଘରେ ଶୋଇଥିବା ବେଳେ ସାପଟି ତାଙ୍କର ଗୋଟିଏ ହାତକୁ ଚୋଟ ମାରିବା ପରେ ଅନ୍ୟ ହାତକୁ ମଧ୍ୟ କାମୁଡି ଥିଲା । ଶମ୍ଭୁଙ୍କ ଚିତ୍କାର ଶୁଣି ଘର ଲୋକେ ପହଞ୍ଚି ବଡବିଲ ମେଡିକାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking