24.1 C
Bhubaneswar
Tuesday, February 10, 2026
Homeଓଡିଶାଖାଇକୁ ଗଳିଲା ବସ :  ୫ ମୃତ

ଖାଇକୁ ଗଳିଲା ବସ :  ୫ ମୃତ

ଗୁଜୁରାଟ : ଦାଙ୍ଗ ଜିଲ୍ଲା ସପତୁରା ନିକଟରେ ଖାଇକୁ ଗଳିପଡିଲା ବସ । ବସରେ ଥିଲେ ୪୮ ଯାତ୍ରୀ , ହେଲେ ୫ ଜଣଙ୍କ ମୃତ୍ୟୁ ହୋଇଛି ।  ଏକାଧିକ ଆହତ ହୋଇଥିବା ସୂଚନା ମିଳିଛି । ଏଭଳି ଅଭାବନୀୟ ଘଟଣା ଗୁଦୁରାଟର ଦାଙ୍ଗ ଜିଲ୍ଲାରେ ଦେଖିବାକୁ ମିଳିଛି । ଫଳରେ ଭାରସାମ୍ୟ ହରାଇ ଖାଇକୁ ଖସି ପଡିଛି ବସ । ୫ ଜଣଙ୍କ ମୃତ୍ୟୁ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking