28.1 C
Bhubaneswar
Sunday, March 29, 2026
Homeଓଡିଶାମନୋଜଙ୍କ  ଜାମିନ ଆବେଦନ ଖାରଜ  

ମନୋଜଙ୍କ  ଜାମିନ ଆବେଦନ ଖାରଜ  

ଭୁବନେଶ୍ୱର :  ହଂସିତା – ଅନୀଲ ଠକେଇ  ମାମଲାରେ ହଂସିତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ଜାମିିନ ।ବେଦନ ଖାରଜ କରାଯାଇଛି । ମନୋଜ ଆଚାଯ୍ୟଙ୍କ ଜାମିନ ଆବେଦନ ଖାରଜ କରିଛନ୍ତି ଜଷ୍ଟିସ ଭି . ନରସିଂହ । ଜଷ୍ଟିସ ଭି . ନରସିଂହଙ୍କୁ ନେଇ ଖଣ୍ଡପୀଠ ଗଠିତ ହୋଇଥିଲା । ପରବର୍ତ୍ତୀ ସମୟରେ ପୁଣି  ଆବେଦନ କରିପାରିବେ ।  ଇନଫୋସିଟି ଥାନା ମାମଲା ପାଇଁ  ଜାମିନ ଆବେଦନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking